କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା- ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ICICI ବ୍ୟାଙ୍କ ରେ RM ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି , ମୃତ କର୍ମଚାରୀ ଜଣକ ହେଲେ ଭୁବନେଶ୍ୱରର ପ୍ରକାଶ ମହାରଣା, ଚନ୍ଦ୍ରଗିରି ପୋଷ୍ଟ ଅଫିସ ନିକଟରେ ଥିବା ଭଡା ଘରୁ ପ୍ରକାଶ ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ, ଗତ ଏକ ମାସ ହେଲା ଜୟପୁର ରୁ ଆସି ଚନ୍ଦ୍ରଗିରି ICICI ବ୍ୟାଙ୍କ ରେ କାର୍ଯ୍ୟରତ ଥିଲେ ପ୍ରକାଶ l ତେବେ ମୃତ୍ୟୁ ର କାରଣ ଅଶ୍ୱଷ୍ଟ ରହିଛି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି

Related Posts

ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
  • AdminAdmin
  • November 17, 2025

ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ…

Continue reading
ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

ପୌରପାଳିକା ଉପାଧ୍ୟକ୍ଷ ତଥା ବିଜେଡି ନେତା ଏମଡି ଇରଫାନଙ୍କର ଦଳବିରୋଧୀ କାର୍ଯ୍ୟ କୁ ନେଇ ଶଙ୍ଖ ଭବନରେ ଅଭିଯୋଗ କଲେ ଅଧ୍ଯକ୍ଷା,ବିଜେଡି କାଉନସିଲର ଓ ବରିଷ୍ଠ ବିଜେଡି କର୍ମୀ ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)- ରାଜଗାଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷ ତଥା ବିଜେଡି ନେତା…

Continue reading

Leave a Reply

Your email address will not be published. Required fields are marked *

Other Articles

ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

  • By Admin
  • November 17, 2025
  • 34 views
ପରଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

  • By Admin
  • July 31, 2025
  • 53 views
ରାଜଗାଙ୍ଗପୁର ପୌରପାଳିକା ରେ ବିଜେଡି ଦୁଇ ଫାଳ

କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

  • By Admin
  • June 12, 2025
  • 59 views
କୁହୁଡି ରଜ ମହୋଉତ୍ସବର ପ୍ରସ୍ତୁତି ବୈଠକ

ଭିଜିଲାନ୍ସ_ଜାଲରେ_IAS

  • By Admin
  • June 9, 2025
  • 126 views
ଭିଜିଲାନ୍ସ_ଜାଲରେ_IAS

ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

  • By Admin
  • June 9, 2025
  • 55 views
ଦ୍ରୁତ ଗତିରେ ଆଗେଇ ଚାଲିଛି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ , ହେଲେ ସୁଧୁରୁନି ବିସ୍ଥାପିତଙ୍କ ସମସ୍ୟା

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

  • By Admin
  • June 8, 2025
  • 111 views
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା