
ମୋହନା : ଗଜପତି ଜିଲ୍ଲା ରେ ସୁଦୂରୁନି ଜନନୀ ଯନ୍ତ୍ରଣା ରାସ୍ତା ନଥିବାରୁ ଅଧା ରାସ୍ତା ରେ ପ୍ରସବ କରୁଛନ୍ତି ଗର୍ଭବତୀ ମା ପ୍ରଶାସନ ଫେଲ ମାରୁଛି ମିଥ୍ୟା ପ୍ରତିଶୃତି ଦେଇ ଯାହା ଦ୍ୱାରା ମୋହନା ବ୍ଲକ ର ଗାବେଲ ର ଆଭ୍ରମ ମାଝୀ ଙ୍କ ସ୍ତ୍ରୀ ଙ୍କ ପେଟ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା ଦିଦି ମେରୀ ମାଝୀ ଙ୍କୁ ଜଣାଇଥିଲେ ମେରୀ ପହଞ୍ଚି ଆମ୍ବୁଲାନ୍ସ କୁ ଫୋନ କରିଥିଲେ ରାସ୍ତା ନଥିବାରୁ ଆମ୍ବଲେନ୍ସ ପହଞ୍ଚି ପାରିନଥିଲା ଗାଁ ରେ ଗ୍ରାମ ବାସି ଦୋଳା ରେ କାଠ ସାହାଯ୍ୟ ରେ 5କିମି ବୋହି ଆଣିଥିଲେ ଜାତୀୟ ରାଜପଥ 326କୁ ପରେ ବିରିକୋଟ ମେଡିକାଲ ରେ ପହଁଚି ଚିକିତ୍ସା ପରେ ଲଳିତା ମାଝୀ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ମା ଓ ଶିଶୁ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି କେବେ ସରିବ ଗାବେଲ ଗ୍ରାମ ର ଦୁଃଖ ତାକୁ ଅପେକ୍ଷା ଅଂଶୁମାନ ପଣ୍ଡା