ଠାକୁରମୁଣ୍ଡା ବନବିଭାଗ କୁ ଗୋଟିଏ ପରେ ଗୋଟିଏ ସଫଳତା ତିନି ଦିନରେ ୨ କାଠ ଗାଡ଼ି ଜବତ

କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ ତରାମରା ଗ୍ରାମ ପଞ୍ଚାୟତ ଡକେଇପାଳ ଗ୍ରାମ ର ରାନ୍ଦସାହି ରେ ଚଢ଼ାଉ କରି ଏକ ଶାଳ ଲକ୍ ବୋଝେଇ…

Continue reading
ଫେଲ ମାରିଲା ଆୟୁଷ୍ମନ ଭାରତ

ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ରାଜ୍ୟ ବାହାରେ ଉନ୍ନତ ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଫଳପ୍ରଦ ହୋଇଥାନ୍ତା ବୋଲି କହିଥିଲେ…

Continue reading
ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ।  ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ   ଦର୍ଶନ ବନ୍ଦ ହେବ ।  ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ…

Continue reading
ପିଲାଙ୍କୁ ମିଳିଲା ମାଣ୍ଡିଆ ଲଡୁ

ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଶୁଭାରମ୍ଭ ହେଲା ପୋଷଣ ଅଭିଯାନ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉମରକୋଟଠାରେ ସରକାରୀ ଉଚ୍ଚ ବାଳିକା…

Continue reading
କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ମୋହନା- ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ICICI ବ୍ୟାଙ୍କ ରେ RM ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି , ମୃତ କର୍ମଚାରୀ ଜଣକ ହେଲେ ଭୁବନେଶ୍ୱରର ପ୍ରକାଶ ମହାରଣା, ଚନ୍ଦ୍ରଗିରି ପୋଷ୍ଟ ଅଫିସ…

Continue reading
ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗର୍ଜିଲା କଂଗ୍ରେସ

ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି । ସ୍ଥିତି ପୂରା ଅଣାୟତ୍ତ । ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କିଛି ମାନୁନାହାନ୍ତି, କିଛି ଶୁଣୁନାହାନ୍ତି କଂଗ୍ରେସ କର୍ମୀ l…

Continue reading
ଖଡ଼ିଛୁଆଁ ଦିବସରେ ନିମନ୍ତ୍ରଣ କାର୍ଡ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର :-ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଏକ୍ସବୋର୍ଡ ୟୁଜି ଏମ ସ୍କୁଲ ତରଫରୁ ବିଦ୍ୟାଳୟ ଅଧୀନସ୍ଥ ସାହି ଓ ପଡା ଗୁଡ଼ିକରେ ବୁଲି ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକମାନଙ୍କୁ…

Continue reading
ପୁଣି ଜନନୀ ଯନ୍ତ୍ରଣା 5କିମି ଭାର ରେ ବୁହାହେଲେ ଗର୍ଭବତୀ ମା

ମୋହନା : ଗଜପତି ଜିଲ୍ଲା ରେ ସୁଦୂରୁନି ଜନନୀ ଯନ୍ତ୍ରଣା ରାସ୍ତା ନଥିବାରୁ ଅଧା ରାସ୍ତା ରେ ପ୍ରସବ କରୁଛନ୍ତି ଗର୍ଭବତୀ ମା ପ୍ରଶାସନ ଫେଲ ମାରୁଛି ମିଥ୍ୟା ପ୍ରତିଶୃତି ଦେଇ ଯାହା ଦ୍ୱାରା ମୋହନା ବ୍ଲକ ର ଗାବେଲ ର…

Continue reading